Pune Porsche crash: ପୁଣେ ପୋର୍ସେ କାର ଦୁର୍ଘଟଣା, ରକ୍ତ ନମୂନା ହେରାଫେରି ଅଭିଯୋଗରେ ୨ ଡାକ୍ତର ସମେତ, ଜଣେ ପିଅନ ଗିରଫ

Pune Porsche crash: ସୋମବାର ଦିନ ସେସନ୍ ଜେନେରାଲ୍ ହସ୍ପିଟାଲର ଫରେନସିକ୍ ମେଡିସିନ୍ ବିଭାଗର ମୁଖ୍ୟ ଡ଼ ଅଜୟ ତାୱେର ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶ୍ରୀହରି ହାଲନୋର ନାମକ ଜଣେ ଡାକ୍ତର ନାବାଳକଙ୍କ ରକ୍ତ ନମୁନା ହେରାଫେରି କରିବା ଅଭିଯୋଗରେ ପୁଣେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।

Pune Porsche crash: ପୁଣେ ପୋର୍ସେ କାର ଦୁର୍ଘଟଣା, ରକ୍ତ ନମୂନା ହେରାଫେରି ଅଭିଯୋଗରେ ୨ ଡାକ୍ତର ସମେତ, ଜଣେ ପିଅନ ଗିରଫ

About the Author