Rahul Gandhi viral Video: ନିର୍ବାଚନୀ ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ସହ ଅଘଟଣ, ଦେଖୁ ଦେଖୁ ହଠାତ୍...

Rahul Gandhi viral Video:ସୋସିଆଲ ମିଡିଆରେ ସେହି ନିର୍ବାଚନ ରାଲିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଠିଆ ହୋଇଥିବା ପ୍ଲାଟଫର୍ମ ହଠାତ୍ ଭାଙ୍ଗିପଡିଛି। ତେବେ ଏହି ଅଘଟଣରେ କେହି ଆହତ ହୋଇନାହାଁନ୍ତି ଏବଂ ରାହୁଲଙ୍କ ସମେତ ସମସ୍ତେ ଭଙ୍ଗା ମଞ୍ଚରୁ ଓହ୍ଲାଇପଡ଼ିଥିବା ଦେଖିବାକୁ ମିଳିଛି।

Rahul Gandhi viral Video: ନିର୍ବାଚନୀ ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ସହ ଅଘଟଣ, ଦେଖୁ ଦେଖୁ ହଠାତ୍...

About the Author