Ram Mandir News: ରାମ ମନ୍ଦିର ଛାତରୁ ଗଳୁଛି ପାଣି, ମୁହଁ ଖୋଲିଲେ ମୁଖ୍ୟ ପୂଜାରୀ...

Ram Mandir News: ରାମ ଲଲ୍ଲାଙ୍କ ସମର୍ପଣ ସମାରୋହ ଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପର୍ଯ୍ୟନ୍ତ ରାମ ମନ୍ଦିର ଏବଂ ଅଯୋଧ୍ୟା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏଥର ରାମ ମନ୍ଦିରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନବନିର୍ମିତ ରାମ ମନ୍ଦିରର ଛାତ ଲିକ୍ ହେବାରେ ଲାଗିଛି ଏବଂ ସେଥିରୁ ପାଣି ଗଳୁଛି।

Ram Mandir News: ରାମ ମନ୍ଦିର ଛାତରୁ ଗଳୁଛି ପାଣି, ମୁହଁ ଖୋଲିଲେ ମୁଖ୍ୟ ପୂଜାରୀ...

About the Author