Paytm ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହଟିଲା ପ୍ରତିବନ୍ଧକ

Paytm ପେମେଣ୍ଟ ବ୍ୟାଙ୍କର ଗ୍ରାହକଙ୍କୁ ଆରାମ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ଏହି ପ୍ରତିବନ୍ଧକ ଲାଗୁ କରିବାର ସମୟସୀମା ବୃଦ୍ଧି କରିଛନ୍ତି। ଏହି ନିଷେଧାଦେଶ କାର୍ଯ୍ୟକାରୀ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଥିଲା, ଯାହା ବର୍ତ୍ତମାନ ୧୫ ମାର୍ଚ୍ଚ ୨୦୨୪ କୁ ବୃଦ୍ଧି କରାଯାଇଛି।

Paytm ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହଟିଲା ପ୍ରତିବନ୍ଧକ
Image Credit: RBI On Paytm Update

About the Author