ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

ମନୋରଞ୍ଜନ ଏବଂ କ୍ରୀଡା କ୍ଷେତ୍ରରେ ଏକ ବିଶ୍ୱ ସ୍ତରୀୟ ଅଗ୍ରଣୀ ସଂସ୍ଥା ସୃଷ୍ଟି କରିବାକୁ ଉଭୟ କମ୍ପାନୀ ଭାରତରେ ସେମାନଙ୍କର ଡିଜିଟାଲ୍ ଷ୍ଟ୍ରିମିଂ ଏବଂ ଟେଲିଭିଜନ୍ ସମ୍ପତ୍ତିକୁ ମିଶ୍ରଣ କରିବେ । ମିଳିତ ଉଦ୍ୟୋଗରେ ୧୧୫୦୦ କୋଟି ଟଙ୍କା ବିନିଯୋଗ କରିବ ରିଲାଏନ୍ସ । ମିଳିତ ଉଦ୍ୟୋଗକୁ କଣ୍ଟେଣ୍ଟ (ବିଷୟବସ୍ତୁ) ଲାଇସେନ୍ସ ପ୍ରଦାନ କରିବ ଡିଜନି ।

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

About the Author