Paradeep News: ପସରା ମେଲିଛି ଟେରାକୋଟା ମାଟିଦୀପ, ଆଦରି ନେଉଛନ୍ତି ପାରାଦୀପବାସୀ

ପାରାଦୀପ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳୀ। ଜଗତସିଂହପୁର ଜିଲ୍ଲା କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମରେ ଟେରାକୋଟା କାରିଗରମାନେ ସୁନ୍ଦର ସୁନ୍ଦର ମାଟିର ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଦୀପାବଳି ପାଳନ କରିବା ପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଦୀପାବଳୀରେ ମହତ୍ବ ବହନ କରିଥାଏ ମାଟିଦୀପ।ଏଲ୍ଇଡି ଲାଇଟ୍ ଆସିବା ପରେ ଦିନକୁ ଦି

Paradeep News: ପସରା ମେଲିଛି ଟେରାକୋଟା ମାଟିଦୀପ, ଆଦରି ନେଉଛନ୍ତି ପାରାଦୀପବାସୀ

About the Author