Office Time: ଅଫିସ ବିଳମ୍ବରେ ପହଞ୍ଚିବାର ସବୁଠାରୁ ବଡ଼ ବାହାନା, ଆପଣ କେବେ କରିଛନ୍ତି କି ଏପରି ବାହାନା

ଅଧିକାଂଶ ସମୟରେ ଆମେ ଅଫିସ ପହଞ୍ଚିବାରେ ବିଳମ୍ବ ହୋଇଥାଏ। ଏହା କେବଳ ଜଣଙ୍କର ନୁହେଁ, ବରଂ ଚାକିରି କରିଥିବା ଅଧିକାଂଶ ବ୍ୟକ୍ତିବିଶେଷଙ୍କ ଜୀବନରେ ଥରେ ଅଧେ ନିଶ୍ଚିତ ଘଟିଥିବ। ଆଉ ଅଫିସ ବିଳମ୍ବରେ ପହଞ୍ଚିଲେ ଉପର କର୍ତ୍ତୃପକ୍ଷଙ୍କ ନିକଟରେ ଆମକୁ ଉତ୍ତରଦାୟୀ ହେବାକୁ ପଡ଼ିଥାଏ। ଆପଣ କେବେ ଏଭଳି ବାହାନା କରିଛନ୍ତି କି ?

Office Time: ଅଫିସ ବିଳମ୍ବରେ ପହଞ୍ଚିବାର ସବୁଠାରୁ ବଡ଼ ବାହାନା, ଆପଣ କେବେ କରିଛନ୍ତି କି ଏପରି ବାହାନା

About the Author