Train Cancelled: ଆଜିଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ସବୁ ରୁଟରେ ଗଡି଼ବନି ଟ୍ରେନ୍, ନଜର ପକାନ୍ତୁ ପୂରା ତାଲିକା ଉପରେ...

Train Cancelled: ଯାତ୍ରୀମାନେ ( Railway Passenger) ଦୟାକରି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଆଜି ଟ୍ରେନରେ (train) ଯାତ୍ରା କରୁଛନ୍ତି । ତେବେ, ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ଆଜିଠାରୁ କିଛି ଆସନ୍ତା ଅକ୍ଟୋବର ୧୫ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ (Train Cancelled) କରାଯାଇଛି । ଯାହା ଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ।

Train Cancelled: ଆଜିଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ସବୁ ରୁଟରେ ଗଡି଼ବନି ଟ୍ରେନ୍, ନଜର ପକାନ୍ତୁ ପୂରା ତାଲିକା ଉପରେ...
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author