Tunnel Rescue Operation: ସରିଲା ଟନେଲ ଦୁଃଖ, ମୃତ୍ୟୁକୁ ହରାଇ ଫେରୁଛନ୍ତି ଶ୍ରମିକ

Tunnel Rescue Operation: ଗତ ଦୀପାବଳି ଦିନ ଠାରୁ ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ବାହାରକୁ ଅଣାଯାଉଛି। ବାହାରକୁ ଅଣାଯିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ୨୪ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି।

Tunnel Rescue Operation: ସରିଲା ଟନେଲ ଦୁଃଖ, ମୃତ୍ୟୁକୁ ହରାଇ ଫେରୁଛନ୍ତି ଶ୍ରମିକ

About the Author