ମନ୍ଦିରରେ ଭକ୍ତଙ୍କୁ ଲୁଟ୍, ଭସ୍ମ ଆରତୀ ପାଇଁ ୧୫୦୦ ଟଙ୍କା ଦାବି

୧୦୦ କି ୨୦୦ ଟଙ୍କା ନୁହେଁ ବାବା ମହାକାଳଙ୍କ ଭସ୍ମ ଆରତୀ ପାଇଁ ହଜାରରୁ ଉର୍ଦ୍ଧ ଟଙ୍କା ଦାବି କରୁଛନ୍ତି ପୂଜକ । ମୁମ୍ବାଇର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ମହାକାଳ ମନ୍ଦିରରେ ଭକ୍ତଙ୍କ ସହ ଘଟୁଥିବା ଲୁଟ୍ ବିଷୟରେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମନ୍ଦିରରେ ଭକ୍ତଙ୍କୁ ଲୁଟ୍, ଭସ୍ମ ଆରତୀ ପାଇଁ ୧୫୦୦ ଟଙ୍କା ଦାବି

About the Author