Shocking video: ଏପରି କିଛି ସାପ ଅଛି, ଯାହାକୁ ଦୁନିଆର ସବୁଠାରୁ ବିଷାକ୍ତ ସାପ ମଧ୍ୟରେ ଗଣାଯାଏ ଓ ଲୋକମାନେ ଏହାକୁ ଦେଖିବା ମାତ୍ରେ ଦୌଡ଼ି ପଳାନ୍ତି । କିଙ୍ଗ କୋବ୍ରା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ, କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି କିଙ୍ଗ କୋବ୍ରାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସୁଛନ୍ତି । ଆପଣ ଏହି ଲୋମଟାଙ୍କୁରା ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.