Video: ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଯୁବକଙ୍କୁ ନେଇ ଖୁବ ଚର୍ଚ୍ଚା ଆଲୋଚନା ଚାଲିଛି । କାରଣ ଯୁବକ ଜଣଙ୍କ ଅନେକ ହିଟ୍ ଗୀତକୁ ନିଜ ସ୍ୱରରେ ଖୁବ୍ ମଧୁର ଭାବରେ ଗାଉଛନ୍ତି । ଇନଷ୍ଟାଗ୍ରାମ ଆଇଡି
rr_acoustics_07ରୁ ଏହି ଭିଡିଓଟି ଅପଲୋଡ ହୋଇଥିବାବେଳେ କମେଣ୍ଟରେ ଯୁବକଙ୍କୁ ପ୍ରଶଂସା ମିଳୁଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.