Weather Update: ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଘନ କୁହୁଡି (deep fog) ସାଙ୍ଗକୁ ଶୀତର ଲହରୀ (cold wave in odisha) ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar)ପକ୍ଷରୁ କୁହାଯାଇଛି।

Weather Update: ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା