Weather Update: ରାଜ୍ୟରେ କମିବ ଶୀତ! ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଘନ କୁହୁଡି ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆସନ୍ତା ତିନି ଦିନ ଭିତରେ ଶୀତର ଲହରୀ କମିବ । ଏ-ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Narmada Behera Jan 07, 2025, 06:55 AM IST
1/5

ଆଜି ବିଶେଷକରି, ଢେଙ୍କାନାଳ, ଯାଜପୁର,  ଅନୁଗୁଳ, କଟକ , ଗଞ୍ଜାମ , ଖୋର୍ଦ୍ଧା, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ସତର୍କତା ଜାରି ହୋଇଛି। 

 

ALSO READ: Today Horoscope: ଆଜି କନ୍ୟା-ତୁଳା ସମତେ ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର,ଏମାନଙ୍କ ବଢିବ ଅଯଥା ଖର୍ଚ୍ଚ; ଜାଣନ୍ତୁ ଆଜିର ରାଶିଫଳ

ALSO READ:  Weekly Special Horoscope: ଜାନୁଆରୀର ଦ୍ବିତୀୟ ସପ୍ତାହ, କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ

2/5

ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି। 

3/5

ସେହିପରି,  ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫,  ସିମିଲିଗୁଡ଼ାରେ ୫.୯, କୋରାପୁଟରେ ୯.୪ ଓ ରାଉରକେଲାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। 

4/5

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୧୨.୭ ଡିଗ୍ରୀ ଥିବା ସୂଚନା ମିଳିଛି। 

5/5

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link