Weather Updates: ତତଲା କଡେଇରେ ଭାଜି ହେଉଛି ୧୨ ରାଜ୍ୟ, ମୌସୂମୀକୁ ନେଇ ପାଣିପାଗ ବିଭାଗର ଏଭଳି ଆକଳନ

ଭାରତରେ ଅସହ୍ୟ ତାପମାତ୍ରାର କାରଣ ହେଉଛି ବଲୁଚିସ୍ତାନ ଦେଇ ଭାରତକୁ ପ୍ରବେଶ କରୁଥିବା ଆଫଗାନିସ୍ତାନରୁ ତତଲା ପବନ। ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟ ଦେଇ ପ୍ରବାହିତ ହେଉଛି। ଏଭଳି ପରିସ୍ଥିତିରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟରେ ତାପମାତ୍ରା ଅଧିକ ଥିବାବେଳେ ମୌସୁମୀ ମଧ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Weather Updates: ତତଲା କଡେଇରେ ଭାଜି ହେଉଛି ୧୨ ରାଜ୍ୟ, ମୌସୂମୀକୁ ନେଇ ପାଣିପାଗ ବିଭାଗର ଏଭଳି ଆକଳନ

About the Author