Weather Report: ଏହି ସବୁ ଜିଲ୍ଲାରେ ରେକର୍ଡ ପାର୍ କରିବ ତାପମାତ୍ରା, ଆଲର୍ଟ ଜାରି..

ରାଜ୍ୟରେ ଗ୍ରୀଷ୍ମର ଉତ୍ତାପ ଧିରେ ଧିରେ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ଗତକାଲି ତାପମାତ୍ରା ୪୧.୨°C ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥ

Weather Report: ଏହି ସବୁ ଜିଲ୍ଲାରେ ରେକର୍ଡ ପାର୍ କରିବ ତାପମାତ୍ରା, ଆଲର୍ଟ ଜାରି..

About the Author