Weather Report: କୂଆପଥର ମାଡ଼ ସହ ପ୍ରବଳ ବର୍ଷା ନେଇ IMD ପକ୍ଷରୁ ଆଲର୍ଟ ଜାରି..

Weather Report: ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଅନେକ ରାଜ୍ୟରେ ବର୍ଷା, କୁଆପଥର ଏବଂ କୁହୁଡ଼ି ସମ୍ପର୍କରେ ଆଲର୍ଟ ଜାରି କରିଛି। ଫେବୃଆରୀ ୧୪ ତାରିଖରେ ପୂର୍ବ-ମଧ୍ୟ ଭାରତର ବିଚ୍ଛିନ୍ନ ସ୍ଥାନରେ କୁଆପଥର ମାଡ଼ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ।

Weather Report: କୂଆପଥର ମାଡ଼ ସହ ପ୍ରବଳ ବର୍ଷା ନେଇ IMD ପକ୍ଷରୁ ଆଲର୍ଟ ଜାରି..

About the Author