Weather Report: ଏହି ସବୁ ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି..

Weather Report: ଗତ ଏକ ମାସ ଧରି ଗରମ ଯୋଗୁଁ ଦିଲ୍ଲୀ-ଏନସିଆରର ଲୋକମାନେ ନାନାଦି ଅସୁବିଧାର ସାମ୍ନା କରିଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଏବଂ ମଙ୍ଗଳବାର ଦିନ ଦିଲ୍ଲୀ-ଏନସିଆରରେ ବଜ୍ରପାତ ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଅନୁଯାୟୀ, ଗତ ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ରବିବାର ଦିନ ଦିଲ୍ଲୀରେ ରେକର୍ଡ କରାଯାଇଛି।

Weather Report: ଏହି ସବୁ ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି..

About the Author