Weather Update: ଆଜି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather Update: ଫେବୃଆରୀ ତୃତୀୟ ସପ୍ତାହରୁ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ଟପିଛି। ମାର୍ଚ୍ଚ, ଏପ୍ରିଲ୍ ଓ ମେ ମାସରେ ତାତି ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପୂର୍ବାକଳନ କରାଯାଇଛି। ସେପଟେ ପଶ୍ଚିମାଝଡ଼ ଓ ଘୁର୍ଣ୍ଣିବଳୟ ସକାଶେ ରାଜ୍ୟରେ ହାଲୁକା ବର୍ଷା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗିବାଡିରେ ସର୍ବାଧିକ ୨୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଆଜି...

Weather Update: ଆଜି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

About the Author