Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି଼(deep fog) ହେବ। କୁହୁଡି଼ର ଘନତା ଅଧିକ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବିଶେଷ କରି, କୁହୁଡି଼ର ପ୍ରକୋପ ଉପକୂଳ ଓଡ଼ିଶାରେ ଅଧିକ ରହିବ।

Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି