Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !

Weather Update: ରାଜ୍ୟରେ ଏବେ ଶୀତ (cold) ଗାଏବ ହୋଇଯାଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଗତକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ତାତି (heat wave) କମିଛି। ଶୁକ୍ରବାର ପାରଳାଖେମୁଣ୍ତିରେ ପାରଦ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଛି।

Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !

About the Author