Advertisement

Phantom

alt
Types of Ghost: ଆତ୍ମା ହେଉଛି ଜୀବନ ଶକ୍ତି, ଯାହା ଶରୀରକୁ ଜୀବନ୍ତ ରଖିଥାଏ। ଯେତେବେଳେ ଆତ୍ମା ତଥା ଜୀବନଶକ୍ତି ଶରୀରରୁ ବାହାରିଯାଏ, ସେତେବେଳେ ଶରୀର ମୃତପ୍ରାୟ ହୋଇଯିବା ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଏ। କୁହାଯାଏ ଯେ ମଣିଷ ମୃତ୍ୟୁ ପରେ ଭୂତ ହୋଇଯାଏ। ଭୂତଙ୍କ ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ହୁଏତ ଅନେକ ଲୋକ ଭୂତ ଦେଖିଥିବେ। ସଂସାରେ ଏପରି କୌଣସି ଲୋକ ନଥିବ ଯିଏ ଭୂତ କାହାଣୀ ଶୁଣିନଥିବେ। ହଁ, ଆଜ୍ଞା ଏକଥା ଅଲଗା ହୋଇପାରେ କିଏ ଭୂତକୁ ବିଶ୍ୱାସ କରନ୍ତି ଆଉ କେହି ବିଶ୍ୱାସ କରନ୍ତି ନାହିଁ। ଏହା ଲୋକଙ୍କ ଚିନ୍ତାଧାର ଉପରେ ନିର୍ଭର କରିଥାନ୍ତି। ଯଦି ଭୂତ ଉପସ୍ଥିତିକୁ ବିଶ୍ୱାସ କରନ୍ତି ତାହେଲେ ଜାଣନ୍ତୁ ଯେ କେତେ ପ୍ରକାରର ହୋଇଥାନ୍ତି ଭୂତ? କେଉଁ ପ୍ରକାରର ଭୂତ ହୋଇଥାନ୍ତି  ସବୁଠୁ ବେଶୀ ବିପଜ୍ଜନକ?  
Jan 26,2024, 1:21 AM IST

Trending news