Advertisement

Sura routray

alt
ଅପରାଜିତ ଷଢ଼ଙ୍ଗୀ ଏହି ଆସନରୁ ଗତ ନିର୍ବାଚନରେ ସାଂସଦ ହୋଇଥିଲେ । ଦଳ ଏଥରକ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାବେଳେ ବିଜେଡି ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ତାଙ୍କ ଯୋଗଦାନ ଲାଗି ଶଙ୍ଖ ଭବନରେ ଏକ ଉତ୍ସବ ଆୟୋଜନ ହୋଇଥିଲା, ଯେଉଁଥିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବାପାଙ୍କ ବିରୋଧ ସତ୍ତ୍ୱ ସେ ବିଜେଡିରେ ସାମିଲ୍‍ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ‘ତାଙ୍କ ବାପାଙ୍କ (ସୁର ରାଉତରାୟ) ମନ
Mar 27,2024, 17:13 PM IST
alt
Mar 11,2024, 19:52 PM IST

Trending news