Advertisement
Photo Details/zeeodisha/odisha1089565
photoDetails0hindi

ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

Radhika Apte Bold Scenes: ବଲିଉଡ ଅଭିନେତ୍ରୀ (Bollywood Actress) ରାଧିକା ଆପ୍ଟେ (Radhika Apte) କୌଣସି ପ୍ରକାରର ବୋଲ୍ଡ ବା ଅନ୍ତରଙ୍ଗ ସିନ୍ (Bold Scenes) ଦେବାରେ କୌଣସି ସଙ୍କୋଚ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଫିଲ୍ମରେ ରାଧିକା ବହୁତ ହଟ୍ ସିନ୍ (Hot Scenes) ଦେଇଛନ୍ତି ।

1/6

ନୂଆଦିଲ୍ଲୀ: Radhika Apte Bold Scenes: ରାଧିକା ଆପ୍ଟେ (Radhika Apte) ଏପରି ଜଣେ ଅଭିନେତ୍ରୀ ଯିଏ ଫିଲ୍ମରେ ନିଜ ଚରିତ୍ର ନିର୍ବାହ କରିବା ପାଇଁ ଯେକୌଣସି ସୀମା ପାର କରିପାରନ୍ତି । ସେ କୌଣସି ପ୍ରକାରର ବୋଲ୍ଡ ବା ଅନ୍ତରଙ୍ଗ ସିନ୍ (Bold Scenes) ଦେବାରେ କୌଣସି ସଙ୍କୋଚ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଫିଲ୍ମରେ ରାଧିକା ବହୁତ ହଟ୍ ସିନ୍ (Hot Scenes) ଦେଇଛନ୍ତି ।

ପାର୍ଚେଡ୍ (Parched)

2/6
ପାର୍ଚେଡ୍ (Parched)

୨୦୧୬ ମସିହାରେ ଆସିଥିବା ଫିଲ୍ମ 'ପାର୍ଚେଡ୍' (Parched) ରେ ରାଧିକା ଆପ୍ଟେ (Radhika Apte) ଆଦିଲ ହୁସେନଙ୍କ ସହ ଅନ୍ତରଙ୍ଗ ବା ବୋଲ୍ଡ ଦୃଶ୍ୟ (Bold Scenes) ଦେଇଥିଲେ । ଏହି ଫିଲ୍ମର ଏହି ସିନ୍ ଅନେକ ହଇଚଇ ସୃଷ୍ଟି କରିଥିଲା ।​

ଦି ୱେଡିଂ ଗେଷ୍ଟ (The Wedding Guest)

3/6
ଦି ୱେଡିଂ ଗେଷ୍ଟ (The Wedding Guest)

୨୦୧୮ ମସିହାରେ ଫିଲ୍ମ 'ଦି ୱେଡିଂ ଗେଷ୍ଟ' (The Wedding Guest) ରେ ଦେବ ପଟେଲ (Dev Patel) ଙ୍କ ସହ ରାଧିକା ଆପ୍ଟେ (Radhika Apte) ବହୁତ ବୋଲ୍ଡ ଦୃଶ୍ୟ (Bold Scenes) ଦେଇଥିଲେ । ଏହି ଚଳଚ୍ଚିତ୍ରର ଅନେକ ଦୃଶ୍ୟ ରିଲିଜ୍ ପୂର୍ବରୁ ମଧ୍ୟ ଲିକ୍ ହୋଇଥିଲା ।

ବଦଲାପୁର (Badlapur)

4/6
ବଦଲାପୁର (Badlapur)

ରାଧିକା ଆପ୍ଟେଙ୍କ ଏହି ଫିଲ୍ମରେ ବିକିନି ଫଟୋ (Radhika Apte Bikini Photo) ଭାଇରାଲ ହୋଇଥିଲା । ଅଭିନେତ୍ରୀଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଥିଲେ ।

ମେଡଲି (Medley)

5/6
ମେଡଲି (Medley)

ନିଜ ବୋଲ୍ଡ ଇମେଜକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ ରାଧିକା ଆପ୍ଟେ (Radhika Apte) ଙ୍କ ଶର୍ଟ ଫିଲ୍ମ 'ମେଡଲି: ଲଭ୍ ଇନ୍ ମ୍ୟାଡ୍' (Medley: Love is Mad) ବୋଲ୍ଡ ଦୃଶ୍ୟର ଏକ ଫିଲ୍ମ ଥିଲା ।

ଏହା ବି ପଢ଼ନ୍ତୁ:-ବିନା ଔଷଧରେ ମଧ୍ୟ ବଢ଼ିପାରେ ପୁରୁଷଙ୍କ 'ଯୌନ ଶକ୍ତି', କେବଳ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-ଏହି ୱେବ୍ ସିରିଜ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍! ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏହି ଅଭିନେତ୍ରୀ

ନ୍ୟୁଡ୍ ଭିଡିଓ ହୋଇଥିଲା ଭାଇରାଲ

6/6
ନ୍ୟୁଡ୍ ଭିଡିଓ ହୋଇଥିଲା ଭାଇରାଲ

ରାଧିକା ଆପ୍ଟେ (Radhika Apte) ଏକ ସାକ୍ଷାତକାରରେ ଏହି ପୁରୁଣା ଭିଡିଓ ଲିକ୍ ବିଷୟରେ କହିଥିଲେ ଯେ, "ଯେତେବେଳେ ମୁଁ କ୍ଲିନ୍ ସେଭେନ୍ ପାଇଁ ସୁଟିଂ କରୁଥିଲି, ସେତେବେଳେ ମୋର ଏକ ନ୍ୟୁଡ୍ କ୍ଲିପ୍ ଲିକ୍ ହୋଇଯାଇଥିଲା । ମୋତେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଇଥିଲା । ପରିସ୍ଥିତି ଏପରି ଥିଲା ଯେ ମୁଁ ଚାରି ଦିନ ଧରି ଘରୁ ବାହାରି ପାରି ନଥିଲି ।"