ବର୍ଷାଙ୍କୁ ହାତରେ ନୁହଁ ଭାତରେ ମାରୁଛନ୍ତି ଶାଶୁଘର!

ଚୁଇଙ୍ଗମ୍ ପାଲଟିଲାଣି ବର୍ଷା-ଅନୁଭବ ସମ୍ପର୍କ। ଦିନକୁ ଦିନ ଏହି ମାମଲା ଟାଣି ହେବାରେ ଲାଗିଛି। ବର୍ଷେରୁ ଊର୍ଦ୍ଧ୍ୱ କାଳ ହେଲା ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଛି।

 ବର୍ଷାଙ୍କୁ ହାତରେ ନୁହଁ ଭାତରେ ମାରୁଛନ୍ତି ଶାଶୁଘର!
Image Credit: ବର୍ଷା ପ୍ରିୟଦର୍ଶିନୀ

About the Author