Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

Budh Gochar 2024: ଧନ, ସମ୍ପତ୍ତି, ଗୌରବ ଏବଂ ସମ୍ମାନର କାରକ ଗ୍ରହ ବୁଧଙ୍କୁ 'ପ୍ରିନ୍ସ ଅଫ୍ ପ୍ଲାନେଟସ୍' କୁହାଯାଇଥାଏ । ଜୁନ୍ ୨୯, ଦ୍ୱିପହର ୧୨ଟା୧୩ରେ ବୁଧ ମିଥୁନ ଛାଡି କର୍କଟ ରାଶିରେ ଚଳନ କରିବେ । ବୁଧଙ୍କ ଏହି ଚଳନ କିଛି ରାଶିକୁ ସକରାତ୍ମକ ଫଳାଫଳ ପ୍ରଦାନ କରିବା ସହ ଆଉ କିଛି ରାଶିକୁ ନକରାତ୍ମକ ଫଳାଫଳ ପ୍ରଦାନ କରିବ ।

Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

About the Author