Advertisement
Photo Details/zeeodisha/odisha2408470
photoDetails0hindi

Weekly Lucky Zodiac Sign: ନୂଆ ସପ୍ତାହରେ ଏହି ରାଶିକୁ ମିଳିବ ଖୁସି ଖବର

Weekly Lucky Zodiac Sign, 2 to 8 September 2024: ଗ୍ରହ ଚଳନ ଦୃଷ୍ଟିରୁ ସେପ୍ଟେମ୍ୱର ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଭାବରେ ୬ଟି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବ 

 

1/6

ମେଷ ରାଶି

ଆପଣଙ୍କ ପାଇଁ ଏହି ସପ୍ତାହରେ ଅତ୍ୟନ୍ତ ଖୁସି ଖବର ଆସିବ । ନୂଆ ଯୋଜନା କରିବା ସହ ସଫଳତା ଲାଭ କରିବେ । କର୍ମମୟ ଜୀବନ ଆରାମଦାୟକ ହେବ । ବିଭିନ୍ନ ସୁତ୍ରରୁ ଅର୍ଥପ୍ରାପ୍ତି ହେବ । ଖରାପ ସମୟ ସରିବା ସହ ଭଲ ସମୟ ଆରମ୍ଭ ହେବ ।

2/6

ମିଥୁନ ରାଶି

ଆପଣଙ୍କୁ ଏହି ସମୟରେ କ୍ୟାରିୟର କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ କମ୍ କ୍ଷତି ଏବଂ ଲାଭ ଅଧିକ ହେବ । ଦୂରଯାତ୍ରାରୁ ଅଧିକ ଲାଭ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ 

3/6

ସିଂହ ରାଶି

କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ । ବ୍ୟବସାୟ କାର୍ଯ୍ୟ ପାଇଁ ଦୂର ଯାତ୍ରା କରିପାରନ୍ତି । ଲାଭ ଅଜସ୍ର ହେବ । ପାରିବାରିକ ଜୀବନ ଖିୁସିରେ କଟିବ ।

4/6

କନ୍ୟା ରାଶି

ଆପଣଙ୍କ ପାଇଁ ସପ୍ତାହଟି ଅନେକ ଖୁସି ଖବର ଆଣିଦେବ । ନୂଆ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ସୁଦୃଢ ହେବ । ଲୋକ ସମ୍ପର୍କ ବୃଦ୍ଧି ପାଇବ ।

5/6

ବିଛା ରାଶି

ନୂଆ ସପ୍ତାହରେ ଆପଣ ନୂଆ ଖୁସି ଖବର ପାଇବେ । କର୍ମମୟ ଜୀବନରେ ଫୁରସତ ପାଇବେ । ବ୍ୟବସାୟରେ ଲାଭ ଆଶାଠୁ ଅଧିକ ହେବ । ସପ୍ତାହ ଶେଷରେ ଆପଣ ପରିବାରକୁ ଅଧିକ ସମୟ ଦେବେ 

6/6

ମକର ରାଶି

ଆପଣଙ୍କୁ ଏହି ସମୟଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ଦୂରଯାତ୍ରା କରି ସଫଳତା ଅର୍ଜନ କରିବେ । ବ୍ୟବସାୟରେ ଆପଣ ଅଧିକ ଲାଭ ପାଇବେ । ଜୀବନସାଥୀଙ୍କ ସହ ସୁଖଦ ସମୟ ବିତାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)