Lucky Zodiac Sign: ଜୁନ ୨୩ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

Published: Jun 22, 2024, 09:19 PM IST|Updated: Jun 22, 2024, 09:19 PM IST

Top 5 Lucky Zodiac Sign, 23 June 2024 : ଜୁନ୍ ୨୩ ରବିବାର ଦିନ ଚନ୍ଦ୍ର ଧନୁ ପରେ ମକର ରାଶିରେ ଚଳନ କରିବେ । ଏଥିସହ ଆଷାଢ ମାସର କୃଷ୍ଣ ପକ୍ଷରେ ବ୍ରହ୍ମା ଯୋଗ, ତ୍ରିପୁଷ୍କର ଯୋଗ, ସବ୍ୟାର୍ଥ ସିଦ୍ଧି ଯୋଗ ଏବଂ ପୁର୍ବାଷାଢ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଅନୁଷ୍ଠିତ ହେଉଛି । ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦିନଟିରେ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିକୁ ଶୁଭଫଳ ମିଳିବ ।

Top 5 Lucky Zodiac Sign, 23 June 2024: ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ୨୩ ଜୁନ ରବିବାର ଦିନ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବାକୁ ଯାଉଛି । କେଉଁ ରାଶିର ବ୍ୟକ୍ତି ଲାଭରେ ରହିବେ ଜାଣନ୍ତୁ...