Top 5 Lucky Zodiac Sign, 9 March 2025: ୯ ମାର୍ଚ୍ଚ ରବିବାର ଦିନ ରବିଯୋଗର ଶୁଭ ସଂଯୋଗ କାରଣରୁ ବୃଷ, କନ୍ୟା ସମେତ ୫ଟି ରାଶିକୁ ଲାଭଦାୟକ ଫଳାଫଳ ମିଳିବାକୁ ଯାଉଛି ।
Financial Horoscope 22 August: ଗୁରବାର ଦିନ କାହାକୁ ମିଳିବ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ? କିଏ ହେବ ଧନୀ ? ଜାଣନ୍ତୁ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ଭାଗ୍ୟଫଳ
Weekly Horoscope: ଟଙ୍କା କାରବାର କ୍ଷେତ୍ରରେ କେଉଁ ରାଶି ସତର୍କ ରହିବା ଆବଶ୍ୟକ, ଜାଣନ୍ତୁ ସାପ୍ତାହିକ ରାଶିଫଳରେ
Raksha Bandhan 2024: ଏଥର ଶ୍ରାବଣ ମାସର ଆରମ୍ଭ ସୋମାବାର ହୋଇଥିବା ସମୟରେ ଶେଷ ମଧ୍ୟ ସୋମବାର ହେଉଛି । ଏହା ବ୍ୟତୀତ, ଗ୍ରହ ଏବଂ ନକ୍ଷତ୍ର ଅନୁଯାୟୀ ଶ୍ରାବଣ ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଶ୍ରାବଣ ମାସ ୧୯ ଅଗଷ୍ଟରେ ଶେଷ ହେବକୁ ଥିବା ସମୟରେ ଏହି ଦିନ ଭଗବାନ ଶିବ ଏବଂ ନ୍ୟାୟର ଦେବତା ଶନିଦେବଙ୍କ ବିଶେଷ ଆଶୀର୍ବାଦ ରହିବ କିଛି ରାଶି ଉପରେ ।
Top 5 Lucky Zodiac Sign, 30 July 2024: ବୈଦିକ ଜ୍ୟୋତିଷ ଅନୁଯାୟୀ ୩୦ ଜୁଲାଇରେ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ତେବେ କେଉଁ ରାଶି ଭାଗ୍ୟବାନ ଆସନ୍ତୁ ଜାମିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Shukra Gochar 2024: ଜୁଲାଇ ୩୧ ତାରିଖ ବହୁତ ଶୁଭ । କାରଣ ଏହି ଦିନ ଶୁକ୍ର ରାଶି ପରିବର୍ତ୍ତନ କରିବେ । ଭଗବାନ ଶୁକ୍ରଙ୍କୁ ସୁଖର କାରଣ ବୋଲି ବିବେଚନା କରାଯାଏ । ଶୁକ୍ରଙ୍କ ଚଳନ ପ୍ରଭାବରୁ ଆବଶ୍ୟକୀୟ ଫଳାଫଳ ମିଳିଥାଏ । ଏହା ସହିତ ଦେବଗୁରୁ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ଚଳନ କରିବେ । ଏହା ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିନ୍ତୁ ବିଶେଷକରି ୪ଟି ରାଶିର ଲୋକ ଅଧିକ ଲାଭବାନ ହେବେ । ଆସନ୍ତୁ ଜାଣିବା ଗ୍ରହ ଚଳନର ଶୁଭ ପ୍ରଭାବ ବିଷୟରେ ବିସ୍ତୃତ ବିବରଣୀ ।
Top 5 Lucky Zodiac Sign, 29 July 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦିନଟିରେ ଗଠିତ ଶୁଭ ଯୋଗରୁ ୫ ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ ସେହି ଭାଗ୍ୟବାନ ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ
Top 5 Lucky Zodiac Sign, 28 July 2024 : ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ, ୨୮ ଜୁଲାଇ ରବିବାର ଦିନ କେଉଁ ୫ଟି ରାଶିର ବ୍ୟକ୍ତି ଭାଗ୍ୟବାନ ଆସନ୍ତୁ ଜାଣିବା ।
ସିଂହ ରାଶିରେ ଅଗଷ୍ଟ ୨୪ ପର୍ଯ୍ୟନ୍ତ ରହିବା ପରେ କନ୍ୟା ରାଶିକୁ ଚଳନ କରିବେ ଶୁକ୍ର । ତେବେ ସିଂହ ରାଶିରେ ଶୁକ୍ରଙ୍କ ଚଳନ କେଉଁ ରାଶିର ବ୍ୟକ୍ତିଙ୍କୁ କିପରି ଫଳାଫଳ ଦେବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Surya Mangal Budh Shukra Gochar July 2024: ଜୁଲାଇ ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ପ୍ରକ୍ରିୟା ୬ ଜୁଲାଇରୁ ଆରମ୍ଭ ହେବ । ପ୍ରଥମେ ଜୁଲାଇ ୬ ରେ ଶୁକ୍ର ମିଥୁନରୁ କର୍କଟ ରାଶିକୁ ଚଳନ କରିବେ । ଏହା ପରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ୧୨ ଜୁଲାଇରେ ବୃଷ ରାଶିରେ ପ୍ରବେଶ କରିବେ । ଯେଉଁଠାରେ ପୂର୍ବରୁ ବୃହସ୍ପତି ଉପସ୍ଥିତ ଅଛନ୍ତି । ତୃତୀୟରେ ଜୁଲାଇ ୧୬ରେ ସୂର୍ଯ୍ୟ କର୍କଟ ରାଶିରେ ଚଳନ କରିବେ । ଯେଉଁଠାରେ ବୁଧ ଏବଂ ଶୁକ୍ରଙ୍କ ସାନିଧ୍ୟ ମିଳିବ । ୩ ଦିନ ବୁଧ ସୂର୍ଯ୍ୟଙ୍କ ସହ ରହିବା ପରେ ଜୁଲାଇ ୧୯ ରେ ସିଂହ ରାଶିରେ ଚଳନ କରିବେ ।
Top 5 Lucky Zodiac Sign, 28 June 2024: ଜୁନ୍ ୨୮ ଶୁକ୍ରବାର ବୃହସ୍ପତିଙ୍କ ରାଶି ମୀନରେ ଚନ୍ଦ୍ର ସଂଚାର କରିବେ । ଆଷାଢ ମାସର କୃଷ୍ଣପକ୍ଷ ସପ୍ତମୀ ତିଥି ଏବଂ ଏହି ଦିନ ସୌଭାଗ୍ୟ ଯୋଗ, ରବି ଯୋଗ ଏବଂ ପୁର୍ବାଭାଦ୍ର ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି ।
Budh Gochar 2024: ଧନ, ସମ୍ପତ୍ତି, ଗୌରବ ଏବଂ ସମ୍ମାନର କାରକ ଗ୍ରହ ବୁଧଙ୍କୁ 'ପ୍ରିନ୍ସ ଅଫ୍ ପ୍ଲାନେଟସ୍' କୁହାଯାଇଥାଏ । ଜୁନ୍ ୨୯, ଦ୍ୱିପହର ୧୨ଟା୧୩ରେ ବୁଧ ମିଥୁନ ଛାଡି କର୍କଟ ରାଶିରେ ଚଳନ କରିବେ । ବୁଧଙ୍କ ଏହି ଚଳନ କିଛି ରାଶିକୁ ସକରାତ୍ମକ ଫଳାଫଳ ପ୍ରଦାନ କରିବା ସହ ଆଉ କିଛି ରାଶିକୁ ନକରାତ୍ମକ ଫଳାଫଳ ପ୍ରଦାନ କରିବ ।
Mercury Transit: ଜୁନ୍ ୨୯ ଦିନ ୧୨ଟା୧୩ ରେ କର୍କଟ ରାଶିରେ ବୁଧଙ୍କ ଚଳନ ହେବ । ତାପରେ ଜୁଲାଇ ୧୯ରେ ବୁଧ ସିଂହ ରାଶିରେ ଚଳନ କରିବେ । ଏପରି ପରିସ୍ଥିତିରେ, କିଛି ରାଶିର ବ୍ୟକ୍ତି ବୁଧଙ୍କ ଚଳନରୁ ଅନେକ ଲାଭ ପାଇବେ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ ।
Top 5 Lucky Zodiac Sign, 26 June 2024: ଜୁନ ୨୬ ବୁଧବାର ଦିନ କେଉଁ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଠାରୁ ।
Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ କାରକ ଗ୍ରହ ଶୁକ୍ର ୭ ଜୁଲାଇ ୨୦୨୪ ରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ଚଳନ କରିବେ । ଶୁକ୍ର କର୍କଟ ରାଶିରେ ପ୍ରାୟ ୨୫ ଦିନ ପର୍ଯ୍ୟନ୍ତ ରହିବେ । ଏହାର ଅର୍ଥ ଅଗଷ୍ଟ ୧ରେ ଶୁକ୍ର ପୁଣିଥରେ ରାଶି ପରିବର୍ତ୍ତନ କରିବେ ।
Guru Gochar 2025: ଆସନ୍ତା ବର୍ଷ ବୃହସ୍ପତି ରାଶି ପରିବର୍ତ୍ତନ କରି ମିଥୁନରେ ଚଳନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇବ । କିନ୍ତୁ ୪ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।
Budh Guru Grah Gochar 2024: ଆଜିଠାରୁ ପାଞ୍ଚ ଦିନ ପରେ ବୁଧ ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହା ପରେ ବୃହସ୍ପତିଙ୍କର ମଧ୍ୟ ଗତିବିଧି ପରିବର୍ତ୍ତନ ହେବ । ମଇ ୨୯, ୨୦୨୪ ଦ୍ୱିପହର ୪ଟା୨୪ ରେ ବୁଧ କୃତିକା ନକ୍ଷତ୍ରରେ ଚଳନ କରିବେ । ସେହି ଦିନ ରାତି ୯ଟା ୪୭ ରେ ଦେବଗୁରୁ କୃତିକା ନକ୍ଷତ୍ରରେ ଚଳନ କରିବେ । ଏପରି ସ୍ଥିତିରେ, ଯେତେବେଳେ ଉଭୟ ଗ୍ରହ କୃତିକା ନକ୍ଷତ୍ରରେ ଏକାଠି ହେବେ, ସେତେବେଳେ ଏହା କେତେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବ ।
Shukra Nakshatra Parivartan 2024: ଜୁଲାଇ ୧୦, ୨୦୨୪ ସନ୍ଧ୍ୟା ୬ଟା୧୦ରେ ଅଶ୍ଳେଷା ନକ୍ଷତ୍ରରେ ଚଳନ କରିବେ। ଏହି ଚଳନ ପାଞ୍ଚଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କ'ଣ ।
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଏକ ଶକ୍ତିଶାଳୀ ଗ୍ରହ ବୋଲି ବର୍ଣ୍ଣନା କରାଯାଇଛି। ସେମାନଙ୍କର ଶୁଭ ପ୍ରଭାବ ହେତୁ, ବ୍ୟକ୍ତିଙ୍କ ଜୀବନରେ କୌଣସି ଆଶ୍ୱସ୍ତି କିମ୍ବା ସୁବିଧାର ଅଭାବ ନାହିଁ। ବର୍ତ୍ତମାନ ସେମାନେ ନିଜ ନିଜ ଚିହ୍ନ ମେଷ ରାଶିକୁ ଚଳନ କରିବେ। ସେମାନେ ଜୁଲାଇ ୧୨, ୨୦୨୪ ଶୁକ୍ରବାର ରାତି ୮.୪୨ରେ ଶୁକ୍ରଙ୍କ ରାଶି ଚିହ୍
Top 5 Lucky Zodiac Sign, 24 June 2024: ଜୁନ୍ ୨୪ ସୋମବାର ଦିନ ଶନିଙ୍କ ରାଶି ମକର ରାଶିରେ ଚନ୍ଦ୍ରଙ୍କ ସଞ୍ଚାର ହେବ । ଯେଉଁଥିପାଇଁ ବୃହସ୍ପତି ଏବଂ ଚନ୍ଦ୍ର ମଧ୍ୟରେ ନବମ ପଞ୍ଚମ ଯୋଗ ସୃଷ୍ଟି ହେଉଛି । ଏଥିସହ ଆଷାଢ ମାସର କୃଷ୍ଣପକ୍ଷ ତୃତୀୟା ତିଥି ରହିଛି । ସବ୍ୟାର୍ଥ ସିଦ୍ଧ ଯୋଗ ଏବଂ ଉତ୍ତରଷାଡା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।
Guru Gochar 2024: ଜୁନ୍ ୨୮ ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଅର୍ଥାତ ରାତି ୨ଟା୫୩ରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଯଦିଓ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିକୁ ପ୍ରଭାବିତ କରିବ ତଥାବି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଏହି ଚଳନ ଶୁଭଫଳ ପ୍ରଦାନ କରିବ ।
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗୋଟିଏ ରାଶି ଚିହ୍ନରେ ୩୦ ଦିନ ଏବଂ ଗୋଟିଏ ନକ୍ଷତ୍ରରେ ପ୍ରାୟ ୧୩ ଦିନ ରହିଥା’ନ୍ତି। କେବଳ ସୂର୍ଯ୍ୟ ଭଗବାନଙ୍କ ରାଶିର ପରିବର୍ତ୍ତନ ନୁହେଁ ତାଙ୍କ ନକ୍ଷତ୍ରର ଚଳନ କାରଣରୁ ଦେଶ, ବିଶ୍ୱ ଏବଂ ରାଶିର ଚିହ୍ନ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଆଜିଠାରୁ ଆଦ୍ରା ନକ୍ଷତ୍ର