Lucky Zodiac Sign: ୨୮ ମଇରେ ବ୍ରହ୍ମା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: May 27, 2024, 10:47 PM IST|Updated: May 27, 2024, 10:48 PM IST

Top 5 Lucky Zodiac Sign, 28 May 2024: ୨୮ ମଇ ମଙ୍ଗଳବାର ଦିନ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ପଞ୍ଚମ ଦିନରେ ବ୍ରହ୍ମା ଯୋଗ, ଆଇନ୍ଦ୍ର ଯୋଗ ଏବଂ ଉତ୍ତରଷାଢା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ଆହୁରି ବଢିଛି । 

Top 5 Lucky Zodiac Sign, 28 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ତଥା ଜ୍ୟୋତିର୍ବିଦ ସତ୍ୟବ୍ରତ ପଢୀଙ୍କ ସୂଚନା ଅନୁଯାୟୀ, ୫ ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ଦିନଟିରେ ବିଶେଷ ଲାଭ ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ।