Lucky Zodiac Sign: ୨୯ ମଇରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: May 28, 2024, 10:39 PM IST|Updated: May 28, 2024, 10:39 PM IST

Top 5 Lucky Zodiac Sign, 29 May 2024: ମଇ ୨୯ ତାରିଖ ବୁଧବାର ଦିନ ଚନ୍ଦ୍ରମା ମକର ପରେ କୁମ୍ଭରେ ବିଦ୍ୟମାନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଷଷ୍ଠୀ ତିଥି ରହିଛି । ଏହି ଦିନ ରବି ଯୋଗ, ଆଇନ୍ଦ୍ର ଯୋଗ ଏବଂ ଶ୍ରବଣା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରେ ଦିନଟିର ଗୁରୁତ୍ୱ ବଢିବା ସହ କିଛି ରାଶି ପାଇଁ ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

Top 5 Lucky Zodiac Sign, 29 May 2024: ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ କେଉଁ ରାଶିକୁ ଅଧିକ ଲାଭ ମିଳିବ ।