Lucky Zodiac Sign: ୩୦ ମଇରେ ଗଜଲକ୍ଷ୍ମୀ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: May 29, 2024, 11:05 PM IST|Updated: May 29, 2024, 11:06 PM IST

Top 5 Luckiest Zodiac Sign, 30 May 2024 : ମଇ ୩୦ ଗୁରୁବାର ଦିନ ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ହେଉଛି । ଯେଉଁଥିପାଇଁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେବ । କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ହେବ । ଯେଉଁଠାରେ ଶନିଦେବ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ସପ୍ତମୀ ତିଥି ସହ ଗଜଲକ୍ଷ୍ମୀ ରାଜଯୋଗ ପଡୁଛି । ଏହି କାରଣରୁ ଦିନଟିର ଗୁରୁତ୍ୱ ବଢିଛି ।

Top 5 Luckiest Zodiac Sign, 30 May 2024 : ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ଶୁଭ ଯୋଗର ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶି ଭାଗ୍ୟବାନ ।