କୋରୋନା ମୁକାବିଲା: ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ଅଦୃଶ୍ୟ କୋରୋନାକୁ ଠାବ କରିବା ଲାଗି ମେଘା ସ୍କ୍ରୀନିଂ କାର୍ଯ୍ୟକ୍ରମ ହାତକୁ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ମଧ୍ୟରେ ଜିଲ୍ଲାରେ ସମସ୍ତ ବ୍ଲକ ଓ ଏନଏସିରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ସ୍ୱତନ୍ତ୍ର ଟିମ ।

କୋରୋନା ମୁକାବିଲା: ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ
Image Credit: ଫାଇଲ ଫଟୋ

About the Author