ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ

ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା

About the Author