କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ, ପ୍ରଶ୍ନଘେରରେ ପ୍ରଶାସନ

ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ କୋରୋନା। ଦୈନିକ ଶହଶହ ସଂଖ୍ୟାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ଜିଲ୍ଲାର କିଛି ପ୍ରତିପତ୍ତିଶାଳୀ। ଗତକାଲି ଗୋପାଳପୁରରେ ଅନୁଷ୍ଠିତ ଏକ ବିବାହ ସମୟରେ ଘଟିଥିବା ଘଟଣାକୁ

କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ, ପ୍ରଶ୍ନଘେରରେ ପ୍ରଶାସନ

About the Author