ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ
Advertisement

ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ  ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ  ମୁହଁ ଫେରାଉଛନ୍ତି । ଯାହା  ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ । 

ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବ୍ରହ୍ମପୁର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ  ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ  ମୁହଁ ଫେରାଉଛନ୍ତି । ଯାହା  ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ । 

fallbackଆଜି ଗୋପାଳପୁର ଅଞ୍ଚଳରେ ଥିବା ହୋଟେଲ ଗୁଡିକର ମାଲିକ ଓ କର୍ମଚାରୀ ମିଶି  ବେଳାଭୂମି ସଫେଇ କରିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା । ଆଗକୁ ନୁଆବର୍ଷ ଓ ବେଳାଭୂମି ମହୋତ୍ସବ ରହିଥିବା ବେଳେ ଲକ୍ଷାଧିକ ଲୋକଙ୍କ ବେଳାଭୂମିକୁ ସମାଗମ ରହିଥିବ। ତେବେ ଗୋପାଳପୁର କୁ ବିଶ୍ୱସ୍ତରୀୟ  ଏକ  ସୁନ୍ଦର ବେଳାଭୂମିର ବାର୍ତ୍ତା ପହଞ୍ଚାଇବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା କହିଛନ୍ତି ସଂଘ କର୍ମକର୍ତ୍ତା ।