• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ  ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ  ମୁହଁ ଫେରାଉଛନ୍ତି । ଯାହା  ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ । 

ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବ୍ରହ୍ମପୁର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ  ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ  ମୁହଁ ଫେରାଉଛନ୍ତି । ଯାହା  ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ । 

ଆଜି ଗୋପାଳପୁର ଅଞ୍ଚଳରେ ଥିବା ହୋଟେଲ ଗୁଡିକର ମାଲିକ ଓ କର୍ମଚାରୀ ମିଶି  ବେଳାଭୂମି ସଫେଇ କରିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା । ଆଗକୁ ନୁଆବର୍ଷ ଓ ବେଳାଭୂମି ମହୋତ୍ସବ ରହିଥିବା ବେଳେ ଲକ୍ଷାଧିକ ଲୋକଙ୍କ ବେଳାଭୂମିକୁ ସମାଗମ ରହିଥିବ। ତେବେ ଗୋପାଳପୁର କୁ ବିଶ୍ୱସ୍ତରୀୟ  ଏକ  ସୁନ୍ଦର ବେଳାଭୂମିର ବାର୍ତ୍ତା ପହଞ୍ଚାଇବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା କହିଛନ୍ତି ସଂଘ କର୍ମକର୍ତ୍ତା ।