MKCGରେ ରୋଗୀ ସମ୍ପର୍କୀୟଙ୍କ କାରନାମା, ପ୍ରସୂତି ୱାର୍ଡକୁ ଯିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲା ଅଭିଯୁକ୍ତ

ଅଭିଯୁକ୍ତ ଯୁବକ ତାରିଣି ମହାପାତ୍ରକୁ ପୋଲିସ ଗିରଫ କରିଛି ।

MKCGରେ ରୋଗୀ ସମ୍ପର୍କୀୟଙ୍କ କାରନାମା, ପ୍ରସୂତି ୱାର୍ଡକୁ ଯିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲା ଅଭିଯୁକ୍ତ
Image Credit: ପ୍ରତୀକାତ୍ମକ ଫଟୋ

About the Author