ଜେଇଇ ମେନ ପରେ ଏବେ ୟୁଜି-ପିଜି ପରୀକ୍ଷା ଆୟୋଜନ ଉପରେ ନଜର

ଅନେକ ବାଦ ବିବାଦ ଓ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ସର୍ବାଭାରତୀୟ ଜେଇଇ ମେନ ପରୀକ୍ଷା (JEE Main)। ଆଉ ଏବେ ସ୍ନାତକ-ୟୁଜି(UG-Under Graduate) ଓ ସ୍ନାତକତ୍ତୋର-ପିଜି (PG-Post Gratuate) ସେମିଷ୍ଟର ପରୀକ୍ଷା ହେବା ନେଇ ବାଜିଛି ମୋହର । ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗତକାଲି ଉଚ୍ଚଶିକ୍ଷା ବିଭ

ଜେଇଇ ମେନ ପରେ ଏବେ ୟୁଜି-ପିଜି ପରୀକ୍ଷା ଆୟୋଜନ ଉପରେ ନଜର