Shetphal Village: ଭାରତର ଏହି ସ୍ଥାନରେ ଲୋକଙ୍କ ବେଡରେ ଶୋଇଥାନ୍ତି ସାପ, ପ୍ରତ୍ୟେକ ଘରେ ରୁହନ୍ତି ଅହିରାଜ

Written ByJagdish Barik
Published: May 08, 2024, 08:33 PM IST|Updated: May 08, 2024, 08:35 PM IST

Snakes Village: ମହାରାଷ୍ଟ୍ରର ସୋଲାପୁରର ଶେlପାଲ ନାମକ ଏକ ଗାଁରେ ସାପମାନଙ୍କୁ ପୂଜା କରାଯାଏ, ଏପରିକି ଏଠାକାର ପିଲାମାନେ ସେମାନଙ୍କ ବେକରେ ବିଷାକ୍ତ ସାପ ଗୋଡାଇ ଶୋଇଥା’ନ୍ତି। ଏଠାରେ ଥିବା ପ୍ରତ୍ୟେକ ଘରେ ସାପ ଦେଖାଯାଏ। ଏହା ଏକ ଏପରି ଗାଁ ଯେଉଁଠାରେ ସାପକୁ ପାଳନ କରାଯାଏ।