ଫିକା ପଡ଼ିବ ନୂଆବର୍ଷ; ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ

ଫିକା ପଡିବ ନବବର୍ଷ (New Year 2022) , ଓମିକ୍ରନ (Omicron) ଡରରେ କଟକଣା ଜୋର୍। ବିଦାୟ ନେବ ପୁରୁଣା ବର୍ଷ, ଆସିବ ବର୍ଷ ୨୦୨୨। ପ୍ରତିବର୍ଷର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାର ଧୁମଧାମ ଆୟୋଜନ ଉପରେ ରୋକ୍ ଲାଗିଛି। ଗତ ବର୍ଷ ଭଳି ଏଥର ବି କୋରୋନାର ଆଉ ଗୋଟିଏ ଭ୍ୟାରିଆଣ୍ଟ ସମସ୍ତ ପ୍ରସ୍ତୁତି ଓ ଉତ୍ସାହକୁ ଫିକା କରିଦେଇଛି। ସରକାରଙ୍କ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) କୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ବାର ଓ କଲ୍ୟାଣ ମଣ୍ଡପ ଭଳି ସ୍ଥାନରେ ବାରଣ କରାଯାଇଛି।

 ଫିକା ପଡ଼ିବ ନୂଆବର୍ଷ; ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ
Image Credit: ଡିଜାଇନ୍ ଫଟୋ

About the Author