Weather
ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ
ପ୍ରବଳ ନ ହେଲେ ବି ହାଲୁକାରୁ ମଧ୍ୟମ ଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟକୁ ଗତକିଛି ଦିନର ଲଗାତାର ଗ୍ରୀଷ୍ମ ପ୍ରକୋପରୁ ତ୍ରାହି ମିଳିବାକୁ ଯାଉଛି । ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
Apr 3,2022, 18:24 PM IST
Odisha Municipal Election 2022
ବିଏମସି ନିର୍ବାଚନର ପୋଷ୍ଟମର୍ଟମ, ଜାତୀୟ ନୁହଁ ସ୍ୱାଧୀନ ଭରସାଯୋଗ୍ୟ
ବଦଳିଗଲା ବିଏମସି ଅଙ୍କ, ଆରମ୍ଭ ହେଲା ମାନସ ମନ୍ଥନ। ସଦ୍ୟ ପ୍ରକାଶିତ ପୌର ନିର୍ବାଚନ ଫଳାଫଳରେ ଭୁବନେଶ୍ବର ମହାନଗର ନିଗମ ରେଜଲ୍ଟ ସମସ୍ତଙ୍କ ମଧ୍ୟରେ ହଟଚମଟ ସୃଷ୍ଟି କରିଛି। ସବୁ ରାଜନୈତିକ ଦଳକୁ ଆଶା ସ୍ଥାନରେ ନିରାଶ ଓ ନିରାଶ ସ୍ଥାନରେ ଆଶାର କିରଣ ସୃଷ୍ଟି ହୋଇଛି।
Mar 28,2022, 10:12 AM IST
Maha Shivratri
ଜାଗର: ଜାଣନ୍ତୁ ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିରରେ କଣ ରହିଛି ନୀତି ନିର୍ଘଣ୍ଟ
ଶୃଙ୍ଖଳିତ ପ୍ରବେଶ ପାଇଁ ମନ୍ଦିର ଚତୁଃପାର୍ଶ୍ଵରେ ବ୍ୟାରିକେଡିଂ ହୋଇଛି । ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ପ୍ରସ୍ତାନ କରିବେ ଭକ୍ତ । ନିର୍ଦ୍ଧାରିତ ସମୟ ୧୦ ଟା ରେ ମହାଦୀପ (Mahasivaratri) ଉଠିବା ନେଇ ସେବାୟତ କହିଛନ୍ତି ।
Feb 28,2022, 19:14 PM IST
moderate rain
ଏହିଦିନ ତିନିଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ
ଏହାସହ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଗଂଜାମ୍, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡି (Severe Fog) ସମ୍ଭାବନା ରହିଛି ।
Feb 28,2022, 18:41 PM IST
School Reopen
ଆଜିଠୁ ବଢ଼ିଲା ପିଲାଙ୍କ ପାଠପଢା ଚିନ୍ତା, ଦୁଇ ବର୍ଷର କ୍ଷତିକୁ ଏମିତି ଭରଣ କରିବେ ସରକାର
ସ୍କୁଲ ଖୋଲିବା ପରେ ଏଣିକି ପିଲାଙ୍କ ପାଠପଢା ଚିନ୍ତା ବଢିଯିବ। ବିଶେଷ କରି ସର୍ବାଧିକ ପ୍ରଭାବିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ଯାଉଛି। ପିଲାମାନଙ୍କର ଦୁଇ ବର୍ଷ ଧରି କ୍ଲାସ ପ୍ରମୋସନ ହୋଇଛି, ତେଣୁ ଏକାଡେମିସିଆନ, ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କୁ ନେଇ ଓସେପା ପକ୍ଷରୁ ଏପ୍ରିଲ ମାସ ସୁଦ୍ଧା ଏକ ବୈଠକ ହେବ।
Feb 28,2022, 7:03 AM IST
Cold Wave
ଫେରିଲା ଶୀତ ଲହରୀ, ୨୪ ଘଣ୍ଟାରେ ୨ ଜିଲ୍ଲାକୁ ୱାର୍ଣ୍ଣିଂ
ଏହାସହ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ୧୭ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।
Feb 14,2022, 16:54 PM IST
Weather Warning
ପାଣିପାଗ ସତର୍କତା: ଆସନ୍ତା ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଲାଗିରହିବ ବର୍ଷା
ଏହାସହ ଉପକୂଳ ଓଡି଼ଶା ସମେତ ଢେଙ୍କାନାଳ, ଅନୁଗୋଳ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା କୁହୁଡି ହେବା ନେଇ ଆକଳନ କରି ପାଣିପାଗ ବିଜ୍ଞାନ କେନ୍ଦ୍ର ।
Feb 10,2022, 18:28 PM IST
Rain Alert
ସତର୍କ ଘଣ୍ଟି: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା
ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ୧୧ ତାରିଖରୁ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।
Feb 8,2022, 17:37 PM IST
ଖୋଲିବ ସ୍କୁଲ, ନିର୍ଘଣ୍ଟ ହେଲା ପାଠପଢା ସମୟ
ସାଧାରଣତଃ ଫେବୃଆରୀରେ ଦଶମ ଓ ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହୋଇଥାଏ । ହେଲେ କୋରୋନା ଶିକ୍ଷାବର୍ଷର କ୍ୟାଲେଣ୍ଡରକୁ ଏକଦମ୍ ବଦଳାଇ ଦେଇଛି।
Feb 4,2022, 21:54 PM IST
Odisha Weather report
ଉଜୁଡ଼ିବ ଚାଷ! ଏହି ୧୪ ଜିଲ୍ଲାରେ କୁଆପଥର ସହ ବର୍ଷା ହେବା ନେଇ ଜାରି ହେଲା ୱାର୍ଣ୍ଣିଂ
୬ ଫେବୃଆରୀରେ ପୁଣି ଏକ ପଶ୍ଚିମାଝଡ ପ୍ରଭାବିତ କରିବାର ସମ୍ଭାବନା ଥିବା ବେଳେ ୮ ତାରିଖରୁ ଅନ୍ୟ ଏକ ପଶ୍ଚିମା ଝଡ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
Feb 4,2022, 17:43 PM IST
ସାବଧାନ ! ବଦଳିଲା ପାଗ, ଦୁଇଦିନ ବର୍ଷିବ
ଓଡ଼ିଶା ସମେତ ଖୋର୍ଦ୍ଧା ପୁରୀରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ଦିଆଯାଇଛି ।
Feb 3,2022, 17:36 PM IST
education department
ପୁଣି ବଢିବ କୋଳାହଳ, ସରସ୍ୱତୀ ପୂଜା ପରେ ଖୋଲିବ ସ୍କୁଲ !
ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ଶିକ୍ଷାବିତ୍ । ଯୁକ୍ତ ଦୁଇରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଟିକାକରଣ ସରିଥିବାରୁ କୋଭିଡ କଟକଣା ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦେଖି ଶ୍ରେଣୀ ଖୋଲିବାର ଆବଶ୍ୟକ ରହିଥିବା ସେ କହିଛନ୍ତି ।
Feb 1,2022, 16:58 PM IST
Tempreture Rise
କମିଲା ଶୀତ, ଏବେ ଉପରମୁହାଁ ହେବ ପାରଦ
ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
Feb 1,2022, 16:35 PM IST
ଚାଷୀକୂଳ ସାବଧାନ ! ଏହି ତାରିଖରୁ ପୁଣି ଅଦିନିଆ ବର୍ଷା...
ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଜାଡ ବଢିଥିବା ବେଳେ ଶୀତ ଲହରି ସତର୍କତା ଆଉ ୧୨ ଘଣ୍ଟା ପାଇଁ ଜାରି ହୋଇଛି । କାଲିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ପାରଦ ବଢିବ।
Jan 30,2022, 19:22 PM IST
ଆହୁରି ଥରିବ ରାଜ୍ୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ସକାଳ ୮ଟା ୩୦ ମଧ୍ୟରେ ୧୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ସମ୍ବଲପୁର, ଦେଓଗଡ, ଅନୁଗୁଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଓ ନବରଙ୍ଗପୁରରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
Jan 29,2022, 17:51 PM IST
Cold Wave Alert
କେବେ ସରିବ ହାଡ଼ ଭଙ୍ଗା ଜାଡ଼, ୫ ଜିଲ୍ଲାକୁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି
ଆଜି ଠାରୁ ୩୦ ତାରିଖ ଯାଏଁ ଶୀତ ଲହରୀ ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Jan 28,2022, 18:00 PM IST
Isolation
ପୃଥକ୍ ବାସ ସଚେତନତା; ଜାଣିରଖନ୍ତୁ କଣ ରହିଛି ସବୁ ନିୟମ?
ଗୃହ ସଂଗରୋଧ ନିୟମ ମାନିବା ଅତ୍ୟନ୍ତ ଜରୁରୀ । ଅମାନିଆ ହେଲେ ନିଆଁ ଭଳି ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
Jan 25,2022, 20:28 PM IST
severe cold wave
୨୮ରୁ ରାଜ୍ୟକୁ Cold wave ଚେତାବନୀ, ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତାକାଲି ୨୭ ତାରିଖ ସକାଳ ଯାଏଁ ଦକ୍ଷିଣ ଉପକୂଳ ଓଡି଼ଶାର ୮ଟି ଜିଲ୍ଲାକୁ ଘନ କୁହୁଡି଼ ସତର୍କତା ଜାରି ହୋଇଛି ।
Jan 25,2022, 17:42 PM IST
ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
Jan 24,2022, 18:35 PM IST
Smart Project
ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରଜେକ୍ଟ; କଣ୍ଟ ପୁରି ଗଡ଼ିଲା ମାସ , ଏହି ଦିନ ହୋଇପାରେ ଉଦଘାଟନ
ଉଦଘାଟନ ରେସରେ ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରୋଜେକ୍ଟ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ବା ବି.ଏସ.ସି.ଏଲ୍. ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ବହୁ ପ୍ରକଳ୍ପ ମଧ୍ୟରୁ ପ୍ରତୀକ୍ଷିତ ବିଏମସିର ନୂତନ ବିଲ୍ଡିଂ ଏବଂ ବହୁତଳ କାର୍ ପାର୍କିଂ ଅନ୍ୟତମ।
Jan 19,2022, 6:59 AM IST
rain in odisha
୪୮ ଘଣ୍ଟା ଢାଙ୍କିବ କୁହୁଡି ଚାଦର, ପୁଣି ଫେରିବ ବର୍ଷା
ଆସନ୍ତାକାଲି ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Jan 18,2022, 17:41 PM IST
ପ୍ରବଳ ଥଣ୍ଡା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୯ ଜିଲ୍ଲା ସୁନ୍ଦରଗଡ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Jan 17,2022, 17:22 PM IST
Heavy cold wave
ରାଜ୍ୟର ଏହି ସବୁ ସ୍ଥାନରେ ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବ ପାରା
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା (Odisha) ରେ ହାଲୁକାରୁ ମଧ୍ୟମ କୁହୁଡି ସମ୍ଭାବନା ରହିଛି ।
Jan 16,2022, 21:06 PM IST
School Close
ଭାଇରସ୍ ବନାମ ଭବିଷ୍ୟତ: ପରୀକ୍ଷା ପୂର୍ବରୁ ବନ୍ଦ ପାଠପଢ଼ା, ପିଲାଙ୍କୁ ଭରଷା ଅନଲାଇନ୍ ଶିକ୍ଷା
ମେଡିକାଲ ଓ ନର୍ସିଂ କଲେଜକୁ ବାଦ ଦେଲେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହ କୋଚିଂ ସେଣ୍ଟରରେ ଅଫଲାଇନ ପାଠପଢାକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କିନ୍ତୁ ଏଥର ସାମାନ୍ୟ ବିକଳ୍ପ ବ୍ୟବସ୍ଥା ସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସଭିଏଁ ପ୍ରସ୍ତୁତ ଅଛନ୍ତି।
Jan 11,2022, 7:13 AM IST
Rain
ଆଜିଠୁ ବିକ୍ଷିପ୍ତ ବର୍ଷା, ଅଧା ଓଡ଼ିଶାକୁ ସତର୍କତା
ରାଜ୍ୟର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ସାମ୍ଭାବ୍ୟ ବର୍ଷାକୁ ଦୃ୍ଷ୍ଟିରେ ରଖି ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ଷା ପାଇଁ ଉଦ୍ୟାନ କୃଷି ଫସଲରେ ବିଶେଷ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।
Jan 11,2022, 6:42 AM IST
rain fall
ମାଡ଼ିଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ
ଏହାପରେ ଆସନ୍ତା ୧୧ ତାରିଖରୁ ବିଶେଷତଃ ବର୍ଷାର ପରିମାଣ ଅଧିକା ରହିବ । ସେପଟେ ପଶ୍ଚିମା-ଝଡ ପ୍ରଭାବରେ ଆବଶ୍ୟକୀୟ ପଦକ୍ଷେପ ଓ ପରାମର୍ଶ ନେଇ ବୁଲେଟିନ୍ ଜାରି କରିଛି କେନ୍ଦ୍ର ।
Jan 9,2022, 17:50 PM IST
Bhubaneswar
ରାଜଧାନୀରେ ପୋଷ୍ଟର ୱାର୍; ନୂଆବର୍ଷ ଶୁଭେଚ୍ଛା ନାଁରେ ଚାଲିଛି ନିର୍ବାଚନ ପ୍ରଚାର
ନିର୍ବାଚନୀର ଏହି ବର୍ଷ ଅନେକ ଆଶାୟୀଙ୍କ ହାର୍ଟବିର୍ଟ ବଢାଇଦେଇଛି। ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ବର ପୌର ନିର୍ବାଚନ ପୂର୍ବରୁ ସହରର ଛକ, ବଜାର, ଗଳିକନ୍ଦିରେ ନୂଆବର୍ଷ ଶୁଭେଚ୍ଛାର ପୋଷ୍ଟର ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିନି ଦଳରୁ ଟିକଟ୍ ଆଶାରେ ଆଶାୟୀ ପୋଷ୍ଟର ମାଧ୍ୟମରେ କସରତ୍ ଆରମ୍ଭ କରିଦେଇଛନ୍ତି।
Jan 3,2022, 10:49 AM IST
ହାଡ଼ ଭଙ୍ଗା ଜାଡ଼; ୪ ଜିଲ୍ଲାକୁ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ
ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ଦେଖାଦେବାର ସମ୍ଭାବନା ରହିଛି ।
Jan 2,2022, 20:56 PM IST
ଆସନ୍ତାକାଲିଠୁ ଶୀତ ଲହରି; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ରବିବାର ସକାଳ ୮ଟା ୩୦ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ।
Jan 2,2022, 6:48 AM IST
New Covid 19 Guideline
ଆଜିଠୁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍; ଜାଣନ୍ତୁ, କେଉଁ ସବୁ ନିୟମରେ ହୋଇଛି ପରିବର୍ତ୍ତନ
ନୂଆ ନିୟମ ମୁତାବକ ସମସ୍ତ ସହରାଞ୍ଚଳକୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଫେରିଛି। ଏହି ସମୟରେ ଜରୁରୀ ସେବା ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାର, ବିଦ୍ୟୁତ୍, ଅଗ୍ନିଶମ, ଟେଲିକମ୍, ଜଳ ଯୋଗାଣ, ରେଳ କର୍ମଚାରୀଙ୍କ ସମେତ ଜିଲ୍ଲା ଓ କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ, କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ କଟକଣା ମୁକ୍ତ ରହିବେ।
Jan 1,2022, 9:58 AM IST
IMD
ବର୍ଷା ଗଲା, ଖସିବ ପାରା; ଆସୁଛି ଶୀତ ଲହରି, ଥରିବ ଆଭ୍ୟନ୍ତରୀଣ ଓଡ଼ିଶା
ରାଜ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ବର୍ଷା ଏବେ ଶେଷ ହୋଇଛି। ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ। ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
Jan 1,2022, 9:34 AM IST
Baramunda bus terminal
ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ସଫା ହେଲା ରାସ୍ତା
ପୂର୍ବାହ୍ନ ସାଢ଼େ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥଲା । ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ଥିଲେ ।
Dec 31,2021, 20:15 PM IST
New Year 2022
ଫିକା ପଡ଼ିବ ନୂଆବର୍ଷ; ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ
ଫିକା ପଡିବ ନବବର୍ଷ (New Year 2022) , ଓମିକ୍ରନ (Omicron) ଡରରେ କଟକଣା ଜୋର୍। ବିଦାୟ ନେବ ପୁରୁଣା ବର୍ଷ, ଆସିବ ବର୍ଷ ୨୦୨୨। ପ୍ରତିବର୍ଷର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାର ଧୁମଧାମ ଆୟୋଜନ ଉପରେ ରୋକ୍ ଲାଗିଛି। ଗତ ବର୍ଷ ଭଳି ଏଥର ବି କୋରୋନାର ଆଉ ଗୋଟିଏ ଭ୍ୟାରିଆଣ୍ଟ ସମସ୍ତ ପ୍ରସ୍ତୁତି ଓ ଉତ୍ସାହକୁ ଫିକା କରିଦେଇଛି। ସରକାରଙ୍କ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) କୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ବାର ଓ କଲ୍ୟାଣ ମଣ୍ଡପ ଭଳି ସ୍ଥାନରେ ବାରଣ କରାଯାଇଛି।
Dec 31,2021, 8:05 AM IST
Odisha Weather Update
ବିପଦ ବଢାଇଲା ବର୍ଷା-କୁହୁଡି ମିଶା ପାଗ, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପାଣିପାଗ ବିଜ୍ଞାନ କେନ୍ଦ୍ର ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି।
Dec 31,2021, 7:23 AM IST
odisha weather
ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା କୁହୁଡି ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ ଫଳରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
Dec 28,2021, 6:50 AM IST
weather alert
ହାଡ଼ଭଙ୍ଗା ଜାଡ଼ରେ କାଲି ସକାଳୁ ୮ ଜିଲ୍ଲାରେ ହେବ ବର୍ଷା
ଗତ ୨୪ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ଦୃଶ୍ୟମାନ ରେକର୍ଡ ହୋଇଛି ।
Dec 27,2021, 17:07 PM IST
Bhubaneswar metrological department
କମିଲା ଶୀତ; ଦୁଇଦିନ ଧରି ଏହି ଜିଲ୍ଲା ଗୁଡିକରେ ହେବ ବର୍ଷା
ଏହାସହ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ୨୬ ତାରିଖ ବେଳକୁ କୋହଲା ପାଗ ସହ ଆଭ୍ୟନ୍ତରୀଣ ଇଲାକାର କିଛି ଜାଗାରେ ବର୍ଷା(Rain) ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Dec 24,2021, 19:01 PM IST
ଫେରିବ ହାଡ଼ଭଙ୍ଗା ଜାଡ଼
ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଫଳରେ ବାୟୁମଣ୍ଡଳରୁ ଜଳୀୟବାଷ୍ପ ପରିମାଣ କମିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି।
Dec 13,2021, 6:50 AM IST
Odissi song
ଓଡ଼ିଶୀ ସଂଗୀତକୁ ମିଳିବ ନାହିଁ ଶାସ୍ତ୍ରୀୟ ମାନ୍ୟତା, କାରଣ କହିଲେ କେନ୍ଦ୍ର ସରକାର
ଓଡିଶୀ ସଂଗୀତକୁ ମିଳିବ କି ଶାସ୍ତ୍ରୀୟ ମାନ୍ୟତା? କେନ୍ଦ୍ର ସରକାର ଏ ଦିଗରେ ବିଚାର କରୁଛନ୍ତି କି? ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ସରକାରଙ୍କ ଆଭିମୁଖ୍ୟ କଣ? ଯଦି ଶାସ୍ତ୍ରୀୟ ମାନ୍ୟତା ନ ଦେବେ, ତେବେ କାରଣ କଣ?
Dec 8,2021, 9:16 AM IST
BDA
ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି
ରାଜଧାନୀ ବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ। ସର୍ବକ୍ଷମା ଯୋଜନାରେ ବିଡିଏ ଅତିରିକ୍ତ ଦେୟ ଫେରସ୍ତ କରିବ। ଡିସେମ୍ବର ବେଳକୁ ଆକାଉଣ୍ଟକୁ ଟଙ୍କା ଆସିବ।
Dec 8,2021, 8:23 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.