AC Helmets: ଖରାରୁ ରକ୍ଷା କରିବ ଏସି ହେଲମେଟ, ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧି କଲେ ଟେଷ୍ଟିଂ

AC Helmets For Traffic Cops: ଟ୍ରାଫିକ କନଷ୍ଟେବଳଙ୍କୁ ପ୍ରବଳ ଗରମରୁ ମୁକ୍ତି ଦେବା ପାଇଁ ଓଡିଶାର କମିଶନରେଟ୍ ପୋଲିସ ଏୟାର କଣ୍ଡିସନର (ଏସି) ହେଲମେଟ ଟେଷ୍ଟିଂ କରିବା ଆରମ୍ଭ କରିଛି।

AC Helmets: ଖରାରୁ ରକ୍ଷା କରିବ ଏସି ହେଲମେଟ, ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧି କଲେ ଟେଷ୍ଟିଂ
Image Credit: AC Helmets For Traffic Cops

About the Author