ollywood news

ନୂଆ ସିନେମାର ନୂଆ ନାୟିକା 'ରୂପଶ୍ରୀ'

ସିନେମାର ନାୟିକା ରୂପଶ୍ରୀ ନିଜ କ୍ୟାରେକ୍ଟରକୁ ନେଇ ବେଶ୍ ଖୁସିଥିବା କହିବା ସହ ପ୍ରଯୋଜକ ସିତାଂଶୁ କୁମାର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

Aug 2, 2021, 05:00 PM IST

ବସ୍ତି ଝିଅର ପ୍ରେମରେ ପଡ଼ିଲେ ଲଭଗୁରୁ ଅଶ୍ୱିନ୍ !

୨ବର୍ଷ ମଧ୍ୟରେ ଅଶ୍ୱିନଙ୍କ ଅଭିନୀତ ଅନେକ ଗୁଡିଏ ମ୍ୟୁଜିକ ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ ଏହି ଗୀତଟି ମଧ୍ୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା ରଖିଛନ୍ତି ରାଜା ଡି ଏବଂ ପ୍ରଯୋଜକ ବାପୁନ । 

Jul 29, 2021, 03:55 PM IST

ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha

ସେଥିପାଇଁ ପୁଣି ଆସନ୍ତା ୧୪ ତାରିଖ କାଉନସିଲେସନ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଆଇନଗତ ଦିଗରେ ନ୍ୟାୟ ଓ ସତ୍ୟର ଜୟ ହେଉ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

Jul 9, 2021, 10:20 PM IST

ପରଲୋକରେ ଓଲିଉଡ଼ ଗାୟିକା ତପୁ ମିଶ୍ର

ଆଉ ନାହାନ୍ତି ଓଲିଉଡ଼ ଗାୟିକା ତପୁ ମିଶ୍ର। ରାତି  ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କୋଭିଡ ପରବର୍ତ୍ତୀ ଜଟିଳତାରେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। 

Jun 19, 2021, 11:56 PM IST

Singer Tapu Mishra ଗୁରୁତର, ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରୁଛି ଓଡ଼ିଶା

ଘରୋଇ ହସ୍ପିଟାଲରେ ତପୁ ମିଶ୍ରଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ତପୁଙ୍କୁ ଅନ୍ୟତ୍ର ତଥା ଉତ୍ତମ ଚିକିତ୍ସା ପାଇଁ କୋଲକାତା କିମ୍ବା ଚେନ୍ନାଇକୁ ସ୍ଥାନାନ୍ତର କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି । 

Jun 17, 2021, 08:37 PM IST

ଧୂଆଁ କରୁଛନ୍ତି ସୁନ୍ଦରୀ ସୋନମ୍

ସିନେମା 'କିଏ ହେବ ମୋ ହିରୋଇନ୍' ( kiye hebo mo heroine)ରେ ସୋନମ୍ ଜଣେ ସିଧାସାଦା ଝିଅ ଭୂମିକାରେ ଅଭିନୟ କରୁଥିବା ବେଳେ ୱେବ୍ ସିରିଜ୍ 'କ୍ଲବ୍ 69' (Club 69)  ରେ ସୋନମଙ୍କୁ ଦର୍ଶକେ ଜଣେ ନିଶାଖୋର ଝିଅ ଭାବେ ଦେଖିବାକୁ ପାଇବେ ।

Mar 19, 2021, 05:28 PM IST

ବିବାହର ସିକ୍ରେଟ୍ ଖୋଲିଲେ ସବ୍ୟାର୍ଚ୍ଚିତା

କେମିତି ହେଲା ବାହାଘର? କିଏ ଥିଲା ସୂତ୍ରଧର? କାହିଁକି ଓଡିଶା ଛାଡି ରାଜସ୍ଥାନରେ ହେଲା ବିବାହ ଉତ୍ସବ?

Mar 5, 2021, 10:10 PM IST

ସରିଲା Destination ମ୍ୟାରେଜ୍, ଘରକୁ ଫେରିଲେ ସବ୍ୟାର୍ଚ୍ଚିତା

ଏୟାର ଇଣ୍ଡିଆ ଫ୍ଲାଇଟ AI-473 ଜରିଆରେ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସବ୍ୟାର୍ଚ୍ଚିତା । ମାର୍ଚ୍ଚ ୧ ତାରିଖରେ ଦୁହିଁଙ୍କ ବିବାହ ରାଜସ୍ଥାନର ପିଙ୍କ ସିଟିରେ ହୋଇଥିଲା ।

Mar 5, 2021, 07:01 PM IST

'ବିଦ୍ୟାରାଣ', କ୍ୟାମେରାକୁ ଅଭିନେତ୍ରୀ ଶିବାନୀଙ୍କ ଦଣ୍ଡବତ

ପୂର୍ବରୁ 'ସିଷ୍ଟର ଶ୍ରୀଦେବୀ' (Sister Sridevi) ସିନେମାରେ ଦର୍ଶକଙ୍କ ମନ ଜିଣିଥିବା ଏହି ଯୋଡ଼ି ପୁଣି ଥରେ ରୁପେଲି ପରଦାରେ ଦର୍ଶକଙ୍କ ମନ ଜିଣିବ ବୋଲି ଆଶା । 

Mar 3, 2021, 04:19 PM IST

ସାତଜନ୍ମର ସାଥୀ ହେଲେ ଚର୍ଚ୍ଚିତ ଯୋଡ଼ି ସବ୍ୟାର୍ଚ୍ଚିତା

ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା, ଦୀର୍ଘ ଦିନର ନିରବ ପ୍ରେମ ପରେ ରିଲ୍ ଲାଇଫରୁ ଏବେ ରିୟଲ 'ଲାଇଫ୍'ର ବି  ପାର୍ଟନର ସାଜିଛନ୍ତି । ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ କରିଛନ୍ତି #Sabyarchita

Mar 1, 2021, 09:18 PM IST

ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଲେ ଲଭଗୁରୁ ଅଶ୍ୱିନ୍

ଏ ପ୍ରେମ ସମ୍ପର୍କ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଶେଷରେ ବିବାହ ବେଦୀରେ ପଡିଛି ପୂର୍ଣ୍ଣଚ୍ଛେଦ ।

Feb 16, 2021, 06:22 PM IST

ଗୀତିକାର ସୂର୍ଯ୍ୟଙ୍କୁ ଏମିତି କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଗୀତିକାର ସୂର୍ଯ୍ୟ ମହାପାତ୍ର (Surya Mohapatra) ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି କିନ୍ତୁ ସରକାରୀ କାର୍ଯ୍ୟରୁ ଟିକେ ଫୁରସତ ପାଇଲେ କାଗଜ କଲମ ଧରି ଶବ୍ଦର ସଂଯୋଗରେ ମିଠାଗୀତ ଲେଖିବାକୁ ପ୍ରୟାସ କରନ୍ତି ।

Feb 4, 2021, 01:52 PM IST

ଲକଡାଉନରେ ବେଶ ବଦଳାଇଲେ ଶ୍ରୀତମ ! ଦର୍ଶକଙ୍କ ସାମ୍ନାକୁ ଆସିବେ କିନ୍ନର ରୂପରେ...

 ଭିନ୍ନ ଏକ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଶ୍ରୀତମ ଦାସ (Sritam Das)। 

Feb 3, 2021, 03:07 PM IST

ଯୁବଗୋଷ୍ଠୀଙ୍କ କାହାଣୀ କହିବ 'କାଗଜ ଗୁଡ଼ି'

ସୁମିତ୍ରା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ସିନେମାଟିରେ ଭୁମିକା ଓ ରାକେଶଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ। କାହାଣୀ ଦିବ୍ୟସିଂହ ରାୟ ରଚନା କରିଥିବା ବେଳେ ସଂଳାପ ଦାୟିତ୍ୱରେ ମାନସ ପଢିଆରୀ ରହିଛନ୍ତି।

Oct 28, 2020, 02:39 PM IST

ରବିବାର ‘ପ୍ରେମ ନା ପାଗଳପଣ’ର ପ୍ରିମିୟର

ଲକ୍ ଡାଉନ ପରେ ପ୍ରଥମ ଓଡିଆ ଫିଲ୍ମର ସ୍କିନିଂ । ଜୀ ସାର୍ଥକ ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ ‘ପ୍ରେମ ନା ପାଗଳପଣ’ ର ସ୍କ୍ରିନିଂ ଆଜି ଅନୁଷ୍ଠିତ ହୋଇଛି । ଏହି ପ୍ରଥମ ସ୍କ୍ରିନିଂ ପାର୍ଟିରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ବହୁ ଆର୍ଟିଷ୍ଟ, ଟେକନିସିଆନ୍ ପ୍ରମୁଖ ସାମିଲ ହୋଇଥିଲେ ।&nbs

Oct 17, 2020, 07:02 AM IST

ହିମାଗ୍ନୀଙ୍କୁ ନିଜର ମନକଥା କହିବେ ଲଭଗୁରୁ

ରବିବାର ରିଲିଜ ହେବ ମ୍ୟୁଜିକାଲ ଭିଡିଓ ସୁନ ଥରେ ସୁନ..  

Oct 17, 2020, 06:43 AM IST

ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ

ହିତେଶାଙ୍କ ପ୍ରେମରେ ପଡ଼ିଲେ ଅଶ୍ୱିନ୍

Sep 17, 2020, 05:11 PM IST

ଅନୁଭବଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ଷା, କଣ ଲେଖିଛନ୍ତି ବର୍ଷା ପଢନ୍ତୁ...

ସୂଚନାଯୋଗ୍ୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ (Kendrapara MP) ଅନୁଭବ ମହାନ୍ତି (Anubhav Mohanty) ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା (Barsha Priyadarshini) । ଏସଡିଜିଏମ କୋର୍ଟରେ ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ ଏହି ମାମଲା ରୁଜୁ କରିଛନ୍ତି । 

Sep 5, 2020, 11:03 PM IST