୪ ଯୁବକ ମିଶି ଦଳିତ ନାବାଳିକାଙ୍କ ସହ କଲେ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଏହି ଘଟଣା ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି । ଯେଉଁଠାରେ ନବମ ଶ୍ରେଣୀର ଜଣେ ଦଳିତ ଛାତ୍ରଙ୍କ ସହ ଗଣଦୁଷ୍କର୍ମ (Gang Rape) ର ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଉଛି ।

୪ ଯୁବକ ମିଶି ଦଳିତ ନାବାଳିକାଙ୍କ ସହ କଲେ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ
Image Credit: ପ୍ରତୀକାତ୍ମକ ଫଟୋ

About the Author