ଶ୍ୱେତପତ୍ରରେ ଲାଲ୍ ଛିଟା

୨୦୧୮ରେ ରାଜ୍ୟରେ ଲକ୍ଷେ ୭ ହଜାର ୪୦୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଲକ୍ଷେ ୩ ହଜାର ୮୫୮ଟି ମାମଲାରେ ସତ୍ୟତାଥିବା ତଦନ୍ତ ବେଳେ ଜଣାପଡିଥିଲା। ସେହି ସମୟରେ ୬୯ ହଜାର ୩୧୪ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ସମର୍ଥ ହୋଇଥିଲା।

ଶ୍ୱେତପତ୍ରରେ ଲାଲ୍ ଛିଟା
Image Credit: ପ୍ରତିକାତ୍ମକ ଫଟୋ

About the Author