Curfew in Balasore : ପୁଲିସ ଘେରରେ ବାଲେଶ୍ବର ଅନିର୍ଦ୍ଦିଷ୍ଟକାଳ ଜାରି ହେଲା କର୍ଫ୍ୟୁ

ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଛି।

Curfew  in Balasore : ପୁଲିସ ଘେରରେ ବାଲେଶ୍ବର ଅନିର୍ଦ୍ଦିଷ୍ଟକାଳ ଜାରି ହେଲା କର୍ଫ୍ୟୁ
Image Credit: Communal Clash in baleswar

About the Author