Advertisement
photoDetails0hindi

Development of Puri Sea Beach: ଝଲସିବ ବେଳାଭୂମି, ସୃଷ୍ଟି ହେବ ରୋଜଗାର

ଚନ୍ଦ୍ରଭାଗା ବେଳା ମାର୍ଗର ହେବ ନବକଳେବର। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଝଲସି ଉଠିବ ଚନ୍ଦ୍ରଭାଗା ବେଳାଭୂମି। 

1/6

ବେରୋଜଗାରିଆଙ୍କ ପାଇଁ ବେଳମାର୍ଗ ନେଇ ଆଣିବ ନୂଆ ଆଶା ଓ ସମ୍ଭାବନା। ଖୋଲିବ ଭେଣ୍ତିଂ ଜୋନ ସହ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ସୁଯୋଗ। 

2/6

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ରାମଚଣ୍ତି ମନ୍ଦିର ଓ ଚତୁଃପାର୍ଶ୍ବ ଉନ୍ନତୀକରଣ କାର୍ଯ୍ୟ। 

3/6

ଆଜି ଜିଲ୍ଲାପାଳ ସମର୍ଥ ବର୍ମା ରାମଚଣ୍ତି, ଚନ୍ଦ୍ରଭାଗା ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ କୋଣାର୍କ ସୌନ୍ଦର୍ଯ୍ୟ କରଣ ଜାରି ରହିଥିବା ଉଛେଦ ପ୍ରକିୟାର ସମୀକ୍ଷା କରିଥିଲେ।

4/6

ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ କି  ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରୁ ଇକୋ ରିଟ୍ରିଟ ସ୍ଥଳ  ୧ କିମି ପର୍ଯ୍ୟନ୍ତ  ବେଳାଭୂମି ର ହେବ ସୌନ୍ଦର୍ଯ୍ୟକରଣ।

5/6

ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଂ ବେଞ୍ଚ, ଆଲୋକିକରଣ ବ୍ୟବସ୍ତା ଆଦି ସୁବିଧା ଉପଲବ୍ଧ ହେବ I

6/6

ଏନେଇ ଡି.ପି.ଆର ପ୍ରସ୍ତୁତ ସରିଥିବା ବେଳେ ଖୁବଶୀଘ୍ର  ଟେଣ୍ତର ପ୍ରକିୟା ଶେଷ ହେବା ପରେ ୧ ସପ୍ତାହ ପରେ କାର୍ଯ୍ୟ ଆରମ୍ଭ ହେବ।