ମହାନଦୀ କୂଳରେ ଜଳସଂକଟ, ଦଳେଇପଡ଼ାବାସୀଙ୍କୁ ମିଳୁନି ପାନୀୟ ଜଳ

ଓଡ଼ିଆରେ ଗୋଟିଏ ଲୋକକଥା ରହିଛି ଦ୍ୱୀପ ତଳ ଅନ୍ଧାର। ଅର୍ଥାତ ସୁବିଧାର ନିକଟତମ ଲୋକଟି ହିଁ ସୁବିଧା ପାଇବାରୁ ବଞ୍ଚିତ ହୋଇଥାଏ। ଏକଥା ଆମେ ଏଇଥିପାଇଁ କହୁଛୁ କାରଣ, ସମ୍ବଲପୁରର ମହାନଦୀ ଅବବାହିକାରେ ରହିଛି ଦଳେଇପଡ଼ା। କିନ୍ତୁ ଏହି ସାହିର ବାସିନ୍ଦାମାନେ ଦୀର୍ଘ ଦିନରୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦିନେ କି ଦୁଇ ଦିନ ଦୀର୍ଘ ପ୍ରାୟ ଏ

ମହାନଦୀ କୂଳରେ ଜଳସଂକଟ, ଦଳେଇପଡ଼ାବାସୀଙ୍କୁ ମିଳୁନି ପାନୀୟ ଜଳ

About the Author