Advertisement

Heat wave 

alt
Weather Update: ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିବ ତାତି। ଫେବୃଆରୀରେ ତାତି ସହି ହେଉ ନଥିବା ବେଳେ ମାର୍ଚ୍ଚରେ ଅସମ୍ଭାଳ ଖରା ହେବା ନେଇ ବିଭାଗ ପକ୍ଷରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖରା ଏବେଠୁ ଯେମିତି ଡରାଇଲାଣୀ ଘରୁ ବାହାରିବାକୁ ଡ଼ର ଲାଗୁଛି। ତାତି ସାଙ୍ଗକୁ ଅସମ୍ଭାଳ ଗୁଳୁ ଗୁଳି ମଧ୍ୟ ଅନୁଭୂତ ହେଉଛି। ତେବେ, ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଉ ଦିନକ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ଓଡ଼ିଶା ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Mar 1,2025, 6:36 AM IST
View More

Trending news