Job 2024: ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧୦୨୫ ପଦବୀ, ଏବେ ହିଁ କରନ୍ତୁ Apply

Job 2024: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଅନେକଗୁଡିଏ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବ ଏହାର ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୧୦୨୫ ପଦବୀ ପୂରଣ ହେବ।

Job 2024: ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧୦୨୫ ପଦବୀ, ଏବେ ହିଁ କରନ୍ତୁ Apply

About the Author